31.1 C
Bhubaneswar
Monday, June 9, 2025
Homeଓଡିଶାହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନୁକମ୍ପା ରାଶି ଘୋଷଣା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଥାଉ କି । ହୋମଗାର୍ଡ ଚାକିରି ପାଇଁ ଆଜି ସକାଳୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଶାରୀରିକ ପରୀକ୍ଷା ହେଉଥିଲ।। ରାଣୀପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୌଡି ପରୀକ୍ଷା ଚାଲିଥିବା ବେଳେ ସୁଲନ୍ତଙ୍କ ମୃତ୍ୟୁ ହୋଇଥିଲା । ଦୌଡିବା ସମୟରେ   ହଠାତ ତଳେ ପଡିଯିବା  ପରେ ଗୁରୁତର ହୋଇଥିଲେ ।  ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  ା  ଡାକ୍ତର ସୁଲନ୍ତକୁ  ମୃତ ଘୋଷଣା  କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking