25.1 C
Bhubaneswar
Monday, March 23, 2026
Homeଓଡିଶାସପ୍ତାହରେ ୪ ଶିଶୁ ମୃତ ; ଡିପ୍‌ଥେରିଆ ମାଡ଼ିଥିବା ସନ୍ଦେହ

ସପ୍ତାହରେ ୪ ଶିଶୁ ମୃତ ; ଡିପ୍‌ଥେରିଆ ମାଡ଼ିଥିବା ସନ୍ଦେହ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଡିପ୍‌ଥେରିଆ ମାଡ଼ିଥିବା ସନ୍ଦେହ। ସପ୍ତାହକ ମଧ୍ୟରେ ୪ ଶିଶୁ ମୃତ ଓ ୭ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଶିଶୁଙ୍କ ମଧ୍ୟରେ ଗତିଗୁଡ଼ା ଗାଁର ୩ଜଣ ହୋଇଥିବା ବେଳେ ୱାଡ଼ାଝୋଲା ଗାଁର ଜଣେ ଶିଶୁ ଥିବା ଯାଇଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି ଅନ୍ୟ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ମେଡିକାଲ ଟିମ୍‌ର ଜଣେ କର୍ମଚାରୀ କହିଛନ୍ତି, ବିଭିନ୍ନ ଗାଁକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। କିଛିମାନଙ୍କୁ ପିଲାମାନଙ୍କୁ ଥଣ୍ଡାକାଶ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking