23.1 C
Bhubaneswar
Monday, February 9, 2026
Homeଓଡିଶାଖଣି ରାଜସ୍ୱ: ୩୯୪୨୪୨ କୋଟି ଆଦାୟ

ଖଣି ରାଜସ୍ୱ: ୩୯୪୨୪୨ କୋଟି ଆଦାୟ

ଭୁବନେଶ୍ୱର: ଖଣିରେ ରାଜସ୍ୱ ଆଦାୟ ନେଇ ୫ ବର୍ଷର ତଥ୍ୟ ଦେଲେ ସରକାରା ୨୦୨୦-୨୧ରେ ୧୩, ୯୮୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି । ୨୦୨୧-୨୨ରେ ୪୯, ୮୫୯ କୋଟି ଆଦାୟ ହୋଇଛି । ୨୦୨୨-୨୩ରେ ୩୮,୦୭୫ କୋଟି ଆଦାୟ ହୋଇଛି । ୨୦୨୩-୨୪ରେ ୪୬, ୩୯୬ କୋଟି ଆଦାୟ ହୋଇଛି । ୨୦୨୪-୨୫ରେ ୩୯, ୨୪୨ କୋଟି ଆଦାୟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking