15.1 C
Bhubaneswar
Thursday, December 12, 2024
Homeଓଡିଶା୧୦ ବର୍ଷରେ ୩୫୭ ଶିଶୁ ଶ୍ରମିକ ଉଦ୍ଧାର: ମନ୍ତ୍ରୀ

୧୦ ବର୍ଷରେ ୩୫୭ ଶିଶୁ ଶ୍ରମିକ ଉଦ୍ଧାର: ମନ୍ତ୍ରୀ

ଭୁବନେଶ୍ୱର: ୧୦ ବର୍ଷ ମଧ୍ୟରେ ୩୫୭ ଜଣ ଶିଶୁ ଶ୍ରମିକ ଉଦ୍ଧାର । ୧୦ ବର୍ଷ ଭିତରେ ରୁଜୁ ହୋଇଛି ୭୨୭ ମାମଲା । ମାତ୍ର ୭ ଟି ମାମଲା ରେ ଦୋଷୀଙ୍କୁ ମିଳିଛି ଦଣ୍ଡ । ଏ ନେଇ ବିଧାନସଭା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ । ସେହିପରି ଆଜି ଗୃହରେ ବିଧାୟକଙ୍କ ପ୍ରଶ୍ନରେ ଶ୍ରମନ୍ତ୍ରୀ ମଧ୍ୟ ଉତ୍ତର ରଖିଥିଲେ ଯେ ବିଭିନ୍ନ ବ୍ଲକର ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ପୂର୍ବର ଏବଂ ଏବେର ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୧୧୭ ବିଡ଼ିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ଏ ନେଇ ବିଧାନସଭାରେ ଶ୍ରମ ମନ୍ତ୍ରୀ ଲିଖିତ ଉତ୍ତର ରଖିଥିଲେ । ୧୦ ବର୍ଷରେ ୩୯ ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ମନ୍ତ୍ରୀ କହିଥିଲେ । ସେହିପରି ଆଜି ବିଧାନସଭା ଗୃହରେ ବିରୋଧୀ ମିଶନ ଶକ୍ତିଙ୍କ ପ୍ରସଙ୍ଗ ଉଠାଇ ହୋ ହାଲା କରିଥିବାରୁ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ରଖାଯାଇଥିଲା । ଏ ନେଇ ଆଜି ବିଧାନସଭା ଗୃହରେ ଶ୍ରମ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking