27.1 C
Bhubaneswar
Wednesday, March 25, 2026
Homeଓଡିଶାପିଏମ୍ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ

ପିଏମ୍ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ

ଭୁବନେଶ୍ୱର: କୃଷି ସଚିବ ଅରବିନ୍ଦ ପାଢ଼ୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ପିଏମ୍ କିଷାନ ଯୋଜନାରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀଙ୍କୁ ସାମିଲ କରାଯାଇଥିବା କୃଷି ସଚିବ ପାଢ଼ୀ କହିଛନ୍ତି। ସ୍ବତନ୍ତ୍ର ଡ୍ରାଇଭ ମାଧ୍ୟମରେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଗତ ଥର ଅପେକ୍ଷା ଏଥର ୩ ଲକ୍ଷ ୪୩ ହଜାର ୪୪୭ ଚାଷୀଙ୍କ ବୃଦ୍ଧି ଘଟିଥିବା ସେ ସୂଚନା ଦେଇଛନ୍ତି। ଯେଉଁମାନେ ବାଦ ପଡ଼ିଛନ୍ତି ପରବର୍ତ୍ତୀ ସମୟରେ ପୋର୍ଟାଲରେ ଆବେଦନ କରିପାରିବେ ବୋଲି ସଚିବ ପାଢ଼ୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking