14.1 C
Bhubaneswar
Sunday, December 7, 2025
Homeଓଡିଶା୯ ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା

୯ ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା

ଭୁବନେଶ୍ୱର: ୯ ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା  । ରାଜ୍ୟର ୯ଟି ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା ରୁଜୁ ହୋଇଛି ।  ଏନେଇ ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୧, ସୁନ୍ଦରଗଡରେ ୪ଟି  ମାମଲା ରୁଜୁ ହୋଇଛି ।  ଗଞ୍ଜାମ, କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝରରେ ୨ଟି ଲେଖାଏଁ ମାମଲା ହୋଇଛି ।  ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡିରେ ଗୋଟିଏ ଲେଖାଏଁ ମାମଲା  ରୁଜୁ ହୋଇଛି । ମାଲକାନଗିରି , ମୟୁରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ବି ଗୋଟିଏ ଲେଖାଏଁ ମାମଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking