ଭୁବନେଶ୍ୱର: ଘଟଗାଁ ମା ତାରିଣୀ ପୀଠ ପାଇଁ ୩୦୦ କୋଟିର ପ୍ରକଳ୍ପ । ଏନେଇ ପକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ନୂଆ ଡିଜାଇନରେ ହେବ ପ୍ରକଳ୍ପ । ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ରହିବ ।