17.1 C
Bhubaneswar
Sunday, December 7, 2025
Homeଓଡିଶା୩୦୦ ବୋତଲ କଫ୍ ସିରପ ଜବତ: ଜଣେ ଗିରଫ

୩୦୦ ବୋତଲ କଫ୍ ସିରପ ଜବତ: ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିରରୁ ୩ ଶହ ବୋତଲ କଫ୍ ସିରପ୍ ଜବତ କରାଯାଇଛି । କଫ୍ ସିରପ୍ ଜବତ ସହ ଜଣକୁ ଗିରଫ କରିଛି ପୋଲିସ । ସୁଦପଡା-ବେହେରାପାଲି ରାସ୍ତାରେ ଚଢାଉ ବେଳେ ଧରାପଡିଲା ଅଭିଯୁକ୍ତ । ଗୋଟିଏ ବାଇକ୍‌ରେ ଚାଲାଣ ବେଳେ କାବୁ କଲା ଟାଉନ୍ ପୋଲିସ । ଅନ୍ୟପଟେ, କୋରାପୁଟ୍‌ରେ ଆରମ୍ଭ ହୋଇଛି ଅପରେସନ୍ ଗ୍ରିନ୍ କ୍ଲିନ୍ । ନନ୍ଦପୁର ଅବକାରୀ, ପୋଲିସ, ରାଜସ୍ୱ ଓ ଜଙ୍ଗଲ ବିଭାଗକୁ ନେଇ ଗଠିତ ମିଳିତ ଚଢାଉରେ ପ୍ରଥମ ଦିନରେ ୪୪ ଏକର ଜଙ୍ଗଲ ଜମିରୁ ବେଆଇନ୍ ଭାବେ ଚାଷ ହୋଇଥିବା ୫୨୮୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking