ବୈପାରୀଗୁଡା: ମହୁମାଛି ଆକ୍ରମଣରେ ୩୦ରୁ ଅଧିକ ଆହତ । ଜଙ୍ଗଲରେ ଥିବା ବୀରଖମ୍ବ ମନ୍ଦିରରେ ମହୁମାଛି ଆକ୍ରମଣ । ୧୨ ଜଣଙ୍କୁ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି । ମନ୍ଦିର ପୂଜକ ଓ ଜଣେ ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ । ଉଭୟଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ।