29.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶଏନକାଉଣ୍ଟରରେ ୩ ଆତଙ୍କବାଦୀ  ସଫା

ଏନକାଉଣ୍ଟରରେ ୩ ଆତଙ୍କବାଦୀ  ସଫା

ଶ୍ରୀନଗର: ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ତ୍ରାଲ ଜଙ୍ଗଲରେ ଏନକାଉଣ୍ଟରରେ ୩ ଜୈଶ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା, ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ଏନକାଉଣ୍ଟର ହୋଇଛି । ଜମ୍ମୁକାଶ୍ନୀରରେ ୪୮ ଘଣ୍ଟାରେ ୨ୟ ଏନକାଉଣ୍ଟରରେ ୬ ଜଣ ନିହତ ହୋଇଛନ୍ତି । ୨ ଦିନ ତଳେ ସୋପିଆନରେ ୩ ଲସ୍କର ଆତଙ୍କୀ  ନିହତ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking