ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଡିବ ସ୍ପେଶାଲ ଟ୍ରେନ । ଏନେଇ ବାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଧୈଯ୍ୟ ଓ ବୁଦ୍ଧିମତା ସହ ପାକିସ୍ତାନକୁ ଜବାବ ଦେଉଛି ଆଇଏଏଫ । ପାକିସ୍ତାନର ସବୁ ପ୍ରୟାସକୁ ବିଫଳ କରୁଛି ଭାରତୀୟ ସେନା । ଭାରତ ପକ୍ଷରୁ ସିୟୁଏଏସ, ପେଚୋରା ଏସଏଏମଏଆର, ଏଡି ଗନର ବ୍ୟବହାର କରାଯାଇଛି ।