27.1 C
Bhubaneswar
Saturday, December 6, 2025
Homeଓଡିଶା୩ କୁଖ୍ୟାତ ନକ୍ସଲ ନେତା ନିହତ

୩ କୁଖ୍ୟାତ ନକ୍ସଲ ନେତା ନିହତ

ସୁନ୍ଦରଗଡ: ଝାଡଖଣ୍ଡରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନା ଗଞ୍ଜୁଙ୍କ ନିହତ ହୋଇଛି । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି ।  ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି  ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର । ବୀରସେନା ଗଞ୍ଜୁଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା ।  ସିଆରପିଏଫ ଓ ଝାଡଖଣ୍ଡ ପୋଲିସର ମିଳିତ ଅପରେସନ ବେଳେ ମୃତ୍ୟୁ ହୋଇଛି ।  ୩ଟି ଏକେ- ୪୭ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ଝାଡଖଣ୍ଡ ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking