20.1 C
Bhubaneswar
Sunday, December 7, 2025
Homeଓଡିଶାସୁଭଦ୍ରାରେ ନିଆଗଲା ଆଉ  ୩ଟି ପଦକ୍ଷେପ - ପ୍ରଭାତୀ  

ସୁଭଦ୍ରାରେ ନିଆଗଲା ଆଉ  ୩ଟି ପଦକ୍ଷେପ – ପ୍ରଭାତୀ  

ଭୁବନେଶ୍ୱର : ଶୁଣ ସୁଭଦ୍ରା , କୁହ ସୁଭଦ୍ରା, ସେତୁ ସୁଭଦ୍ରା ।  ସୁଭଦ୍ରାରେ ନିଆଗଲା ଆଉ  ୩ଟି ପଦକ୍ଷେପ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଶୁଣ ସୁଭଦ୍ରା : କିଛି ସନ୍ଦେହ ଥିଲେ ପଚାରି ପାରିବେ  ।  ଯୋଗାଯୋଗ କରି ରୁଣ କେମିତି ନେବେ ବୁଝିପାରିବେ ।  କୁହ ସୁଭଦ୍ରା:  ହିତାଧିକାରୀଙ୍କୁ  କଲ କରୁଛି ବିଭାଗ । ହିତାଧିକାରୀଙ୍କୁ କଲ କରି ସୁବିଧା ଅସୁବିଧା ବୁଝୁଛି ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking