19.1 C
Bhubaneswar
Wednesday, February 11, 2026
Homeଓଡିଶାକେନ୍ଦ୍ରକୁ ଯିବେ ୩ ଆଇପିଏସ୍ ଅଧିକାରୀ

କେନ୍ଦ୍ରକୁ ଯିବେ ୩ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୩ ବରିଷ୍ଠ ଆଇପିଏସ୍ ଅଧିକାରୀ। ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ଯୋଗଦେବେ ୨ ଅଧିକାରୀ। ୨୦୧୩ ବ୍ୟାଚ୍‌ର ଆଇପିଏସ୍ ରାହୁଲ ପି.ଆର୍ ଓ ଦିବ୍ୟା ଭି। ଯୁଗ୍ମ ଉପନିର୍ଦ୍ଦେଶକ ଭାବେ ଉଭୟ ଆଇବିରେ ଯୋଗଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ଭିଜିଲାନ୍ସ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ୨୦୧୨ ବ୍ୟାଚ୍‌ର ସୁଧାଂଶୁ ମିଶ୍ର କ୍ୟାବିନେଟ୍ ସେକ୍ରେଟେରିଏଟ୍‌ରେ ଯୋଗଦେବେ। ଉପସଚିବ ଭାବେ କ୍ୟାବିନେଟ୍ ସେକ୍ରେଟେରିଏଟ୍‌ରେ ଯୋଗଦେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking