24.1 C
Bhubaneswar
Tuesday, March 17, 2026
Homeଓଡିଶାକଂଗ୍ରେସରୁ ୩ କ୍ରସ ଭୋଟିଂ: ଭକ୍ତ

କଂଗ୍ରେସରୁ ୩ କ୍ରସ ଭୋଟିଂ: ଭକ୍ତ

ଭୁବନେଶ୍ୱର: ବିଧାନସଭାରେ ଆମେ ସେମାନଙ୍କ ସହ ଆଉ ବସିବୁ ନାହିଁ । ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ କରିଛନ୍ତି ।ଏନେଇ ଟେଲିଫୋନରେ ଏଆଇସିସିକୁ ଜଣାଇ ଦିଆଯାଇଛି । ଏହା ପରେ ଆମେ ଲିଖିତ ଭାବେ ଜଣାଇ ଦେବୁ । ରମେଶ ଜେନା କ୍ରସ ଭୋଟିଂ କରିବେ ବୋଲି ବିଶ୍ୱାସ କରୁ ନଥିଲି । ସୂଚନା ଥାଉକି, ।ବିଜେଡି ର ୫ ବିଧାୟକ, କଂଗ୍ରେସ ର ୩ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି। କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଥିବା ସୂଚନା ରହିଥିବା ବେଳେ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର , ଅରବିନ୍ଦ ମହାପାତ୍ର , ସନା ମହାକୁଡ଼, ସୁଭାଷିନୀ ଜେନା କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking