ଭୁବନେଶ୍ୱର: ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ୨ୟ ମେଡିଏସନ ସମ୍ମିଳନୀ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧ମ ସମ୍ମିଳନୀ ଦିଲ୍ଲୀରେ ହୋଇଥିଲା, ଦ୍ୱିତୀୟଟି ଓଡିଶାରେ ହେବ । ସଚିବ ସ୍ତରୀୟ ବୌଠକ ସହ ହାଇକୋର୍ଟ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କାଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଆସିବାକୁ ଅନରୋଧ କରିଛୁ । ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ଉପସ୍ଥିତ ରହିବେ । ଆଗାମୀ ଦିନରେ ଏହି ଏହି ସମ୍ମିଳନୀ ବ ବିଭିନ୍ନ କେସରେ ଲିଟିଗେସବ କମାଇବ ।










