28.1 C
Bhubaneswar
Wednesday, June 18, 2025
Homeଓଡିଶାପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ମିଳୁ: ଭକ୍ତ

ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ମିଳୁ: ଭକ୍ତ

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଦାବି କଲେ ପିସିସି ସଭାପତି ଭକ୍ତ ଦାସ । କେବଳ ସରକାରୀ ନୁହେଁ , ବେସରକାରୀ ନିଯୁକ୍ତିରେ କାଯ୍ୟକାରୀ କରାଯାଉ । ଏସସି/ ଏସଟି ଙ୍କୁ ମେଡିକାଲ ଓ ଟେକ୍ନିକାଲ କ୍ଷେତ୍ରରେ ୪୦ ପ୍ରତିଶତ କରାଯାଉ । ଏ ଦିଗରେ ସରକାର କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି , ସେଥିପାଇଁ ଗଣଧାରଣା । ଆଗାମୀ ଦିନରେ କଂଗ୍ରେସ ଏହି ଆନ୍ଦୋଳନକୁ ଗାଁଗାଁକୁ ନେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking