28.9 C
Bhubaneswar
Tuesday, April 8, 2025
Homeଓଡିଶା୫ ବର୍ଷରେ କରେଣ୍ଟ ଲାଗି ୨୭ ହାତୀ ମୃତ: କନକ ବର୍ଦ୍ଧନ ସିଂଦେଓ

୫ ବର୍ଷରେ କରେଣ୍ଟ ଲାଗି ୨୭ ହାତୀ ମୃତ: କନକ ବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର: ୫ ବର୍ଷରେ କରେଣ୍ଟ ଲାଗି ୨୭ ହାତୀ ମୃତ । ଏନେଇ ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ । କେବଳ ପଶ୍ଚିମ ଓଡିଶାରେ ୧୭ଟି ହାତୀଙ୍କ ମୃତ୍ୟୁ ହୋଇଛି । ୨୦୨୪- ୨୫ରେ ସର୍ୱାଧିକ ୧୧ଟି ହାତୀଙ୍କ ମୃତ୍ୟୁ ହୋଇଛି । ୨୦୨୩- ୨୪ରେ ୨ଟି , ୨୦୨୨-୨୩ରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ୨୦୨୧- ୨୨ରେ ୨ , ୨୦୨୦-୨୧ରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking