21.1 C
Bhubaneswar
Sunday, December 21, 2025
Homeଓଡିଶାବର୍ଷକରେ ୨୬୩ ପଡାଗାଁ ହେଲାଣି ରାଜସ୍ୱ ଗାଁ : ମନ୍ତ୍ରୀ  

ବର୍ଷକରେ ୨୬୩ ପଡାଗାଁ ହେଲାଣି ରାଜସ୍ୱ ଗାଁ : ମନ୍ତ୍ରୀ  

ଭୁବନେଶ୍ୱର: ବର୍ଷକରେ ୨୬୩ ପଡାଗାଁ ହେଲାଣି ରାଜସ୍ୱ ଗାଁ ।  ଗୃହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି । ଆଉ ୧୪୭ ପଡାଗାଁକୁ  ପରିବର୍ତ୍ତନ କରିବା ବିଚାରଧୀନ ଅଛି । ଯେଉଁ ଗାଁ ରାଜସ୍ୱ ହେବା  ଦରକାର , ଲୋକେ ଆବେଦନ କରୁଛନ୍ତି । ସୂଚନା ଥାଉ କି, ଅନ୍ୟପଟେ ନାରୀ ସୁରକ୍ଷା ପାଇଁ ପ୍ରତିବାଦ କରିଛି କଂଗ୍ରେସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking