25.1 C
Bhubaneswar
Friday, October 25, 2024
Homeଓଡିଶା୨୬ରୁ ୨୮ ଶିମିଳିପାଳ ବନ୍ଦ

୨୬ରୁ ୨୮ ଶିମିଳିପାଳ ବନ୍ଦ

ବାରିପଦା: ଆଉ ୩ ଦିନ ବନ୍ଦ ରହିବ  ଶିମିଳିପାଳ ବନ୍ଦ । ୨୬,୨୭,୨୮ ତାରିଖ ପର‌୍ୟ୍ୟଟକଙ୍କ  ପାଇଁ  ଶିମିଳିପାଳ ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁଁ ଆଉ ୩ ଦିନ ଶିମିଳିପାଳ ବନ୍ଦ ରହିବ । ପୂର୍ବରୁ ବାତ୍ୟାକୁ ନେଇ  ୨୪ ଓ ୨୫ ତାରିଖ ବନ୍ଦ ଘୋଷଣା  ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking