28.1 C
Bhubaneswar
Wednesday, December 17, 2025
Homeଓଡିଶା୨୫୪ ଗ୍ରାମ ବ୍ରାଉନସୁଗାର ଜବତ: ୫ ଗିରଫ

୨୫୪ ଗ୍ରାମ ବ୍ରାଉନସୁଗାର ଜବତ: ୫ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ୨୫୪ ଗ୍ରାମ ବ୍ରାଉନସୁଗର ଜବତ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୈତ୍ରୀବିହାର ଥାନା ଅଞ୍ଚଳରେ କାରବାର ବେଳେ ଧରାପଡିଥିଲେ ଅଭିଯୁକ୍ତମାନେ । ୨୫୪ ଗ୍ରାମ ବ୍ରାଉନ ସୁଗାର ସହ ୩ଟି ବାଇକ ଓ ୩ ହଜାର ଟଙ୍କା ଜବତ କରାଯାଇଛି । ୫ ଅଭିଯୁକ୍ତଙ୍କ ଭିତରୁ ଜଣେ ହେଉଛି ରାଜେନ୍ଦ୍ର ମହାପାତ୍ର , ଯାହାଙ୍କ ନାଁରେ ୨ ଟି ମାମଲା ରହିଛିI ଶିବାନନ୍ଦ ନାଁରେ ମଧ୍ୟ ଜଟଣୀ ଥାନା ଅଧୀନରେ ରହିଛି ଅପରାଧିକ ମାମଲା ରୁଜୁ ହୋଇଛିI ଅନ୍ୟପଟରେ କମିସନରେଟ ପୁଲିସ ଧଳାଜହର କାରବାର ସହିତ ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking