ଭୁବନେଶ୍ୱର: ରାଜ୍ୟରେ ୨୫୦୦ ଗୃହରକ୍ଷୀ ପଦବୀ ସୃଷ୍ଟି ହୋଇଛି । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ୱରୁ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭, ୬୭୫ ଥିଲା । ବର୍ତ୍ତମାନ ଅଛନ୍ତି ୧୭,୬୭୫ ଗୃହରକ୍ଷୀ । ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ ପାଇଁ ପଦକ୍ଷେପ ନିଆଯାଇଛି ।