19.1 C
Bhubaneswar
Monday, December 8, 2025
Homeଓଡିଶା୩ ନାବାଳକଙ୍କୁ ୨୫ ହଜାର ଲେଖାଁଏ ଫାଇନ

୩ ନାବାଳକଙ୍କୁ ୨୫ ହଜାର ଲେଖାଁଏ ଫାଇନ

ବ୍ରହ୍ମପୁର : ୩ ନାବାଳକ ଗାଡି ଚାଳକଙ୍କୁ ୨୫ ହଜାର ଲେଖାଏଁ ଫାଇନ । ଇଞ୍ଜିନିୟରିଂ କଲେଜ ଛକରେ ଯାଞ୍ଚ ବେଳେ ଧରାପଡିଲେ । ୩ ଗାଡିକୁ ସିଜ୍ କରିବା ସହ ନାବାଳକଙ୍କ ବାପାଙ୍କ ନାଁରେ ଏତଲା କରାଯାଇଛି । ବୈଦ୍ୟନାଥପୁର ଥାନାରେ ତେଲା ଗଲା ଗଞ୍ଜାମ ପରିବହନ ସ୍କ୍ୱାଡ୍ । କାଲି ଯାଞ୍ଚ ବେଳେ ୮ ନାବାଳକ ଚାଳକ ଧରାପଡିଥିଲେ ।

ଝରକା ତାଡି ଚୋରି: ୩ ଅଭିଯୁକ୍ତ ଗିରଫ, ୩ ଲକ୍ଷ ୪୧ ହଜାର ଟଙ୍କା ଜବତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking