24.1 C
Bhubaneswar
Wednesday, March 11, 2026
Homeଓଡିଶାରାଜ୍ୟରେ ଖୋଲିବ ନୂଆ ୨୫ ଅବକାରୀ ଥାନା

ରାଜ୍ୟରେ ଖୋଲିବ ନୂଆ ୨୫ ଅବକାରୀ ଥାନା

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ହୋଇଛି। ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ଅବକାରୀ ଥାନା ଖୋଲିବ। ଏନେଇ ଅଧିକ ଆଲୋଚନା ପାଇଁ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ହେବ।

 ଅନ୍ୟପକ୍ଷରେ  ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ନିଶା ନିବାରଣ ପ୍ରସ୍ତାବ ନାହିଁ । ଏନେଇ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନଥିବା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଜି ବିଧାନସଭାରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହା କହିଛନ୍ତି ।  ସେ କହିଛନ୍ତି ଯେ ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବାର ବ୍ୟବସ୍ଥା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking