27.1 C
Bhubaneswar
Tuesday, April 1, 2025
Homeଓଡିଶା୮ ମାସରେ ୨୪୮୩ ନିର୍ଯାତନା: ମନ୍ତ୍ରୀ

୮ ମାସରେ ୨୪୮୩ ନିର୍ଯାତନା: ମନ୍ତ୍ରୀ

ଭୁବନେଶ୍ୱର:ଗତ ୮ ମାସରେ ୨୪୮୩ ଜଣଙ୍କୁ ନିର୍ଯାତନା ହୋଇଛି । ଏସସି / ଏସଟି ଲୋକଙ୍କୁ ହୋଇଛି ନିର୍ଯାତନା । ଯାଜପୁରରେ ସର୍ବାଧିକ ୨୬୯ଟି ନିର୍ଯାତନା ମାମଲା । କଟକରେ ୧୫୯, ଜଗତସିଂହପୁରରେ ୧୫୭ ମାମଲାର ତଦନ୍ତ କରଛନ୍ତି ଡିଏସ୍ପି ପାହ୍ୟାର ଅଧିକାରୀ । ଗୃହରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking