ଭୁବନେଶ୍ୱର: ମୋଟ ୨୬୧୮ଟି ମଣ୍ଡିରୁ ୨୪୫୬ ମଣ୍ଡି ଖୋଲିଛି । ୧୭ ଲକ୍ଷ ୪୯ ହଜାର ୯୮୭ ଚାଷୀ ପଞ୍ଜିକରଣ କରିଛନ୍ତି । ୭ ଲକ୍ଷ ୯୭ ହଜାର ୭୪ ଚାଷୀ ଧାନ ବିକ୍ରି କରିଛନ୍ତି । ଉପକୂଳ ଅଞ୍ଚଳରେ ୧୬୨ ମଣ୍ଡି ଖୋଲିନି । ଉପକୂଳରେ ବିଳମ୍ବରେ ଧାନ କିଣାହୁଏ, ତେଣୁ ଖୋଲିନି । ଖୁବଶୀଘ୍ର ଏହି ମଣ୍ଡିଗୁଡିକ ଖୋଲାଯିବ । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରତିକ୍ରିୟା ଦେଇଛନ୍ତି ।