38.3 C
Bhubaneswar
Tuesday, April 22, 2025
Homeଓଡିଶା୨୪ ବର୍ଷର କାମ ୨୪ ମିନିଟରେ ହେଉଛି: ମୁଖ୍ୟମନ୍ତ୍ରୀ

୨୪ ବର୍ଷର କାମ ୨୪ ମିନିଟରେ ହେଉଛି: ମୁଖ୍ୟମନ୍ତ୍ରୀ

କଟକ: ଆଜିଠୁ ଲାଗୁହେଲା ଆୟୁଷ୍ମାନ ଯୋଜନା । ଏହାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ଆୟୁଷ୍ମାନରେ ଯୋଡିହେଲା ଓଡିଶା । ଆୟୁଷ୍ମାନ ଯୋଜନା  କାଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ଆଜି ଓଡିଶା ପାଇଁ ଆନନ୍ଦର ଦିନ । ପବାସୀ ଓଡିଆ ବି ସୁବିଧା ପାଇବେ ।ପରିବାରର ସବୁ ସଦସ୍ୟଙ୍କ ପାଖରେ  କାର୍ଡ ପହଞ୍ଚିବ ।  ଦିଲ୍ଲୀରେ ମଧ୍ୟ ଆୟୁଷ୍ମାନ ଭାରତ ଲାଗୁ ହେଲା । ଧନୀ , ଗରିବ ସବୁ ବର୍ଗର ଲୋକ ସାମିଲ ହେବେ । ଆମ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ  ଦେଇଛି । ୧୦ ମାସରେ ୪ ହଜାର ଡାକ୍ତରଙ୍କୁ ନିଯୁକ୍ତି । ଆଗାମୀ ଦିନରେ ଆହୁରି ୫ ହଜାର ନିଯୁକ୍ତି ମିଳିବ । ଆମ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦେଇଛି । ସବୁ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଯୋଜନା ଚାଲିଛି । ଏବେ ୧୨ଟି ଜିଲ୍ଲାରେ ମେଡିକାଲ କଲେଜ ଅଛି । ସୁସ୍ଥ ଓଡିଶା, ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପ ରହିଛି ।  ୨୪ ବର୍ଷର କାମ ୨୪ ମିନିଟରେ ହେଉଛି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking