26.1 C
Bhubaneswar
Monday, December 15, 2025
Homeଓଡିଶା୮୬ ହଜାରକୁ ଛୁଇଁଲା ୨୪ କ୍ୟାରେଟ ସୁନା

୮୬ ହଜାରକୁ ଛୁଇଁଲା ୨୪ କ୍ୟାରେଟ ସୁନା

ଭୁବନେଶ୍ୱର : ସୁନା ଦରରେ ନିଆଁ । ୭୯ ହଜାର ଟପିଲା ୨୨ କ୍ୟାରେଟ ସୁନା ମୁଲ୍ୟ । ଦିନକରେ  ୯୫୦ ଟଙ୍କାର ବୃଦ୍ଧି ।  ୮୬ ହଜାର ଟପିଲା ୨୪ କ୍ୟାରେଟ ସୁନା ।  ୧୦ ଦିନରେ ବଢିଲାଣି  ୩ ହଜାର ୩୯୦ । ତେବେ ଚିନ୍ତାରେ ଗ୍ରାହକ ।  ବାହାଘର ସମୟରେ ସୁନାର ଏଭଳି ଆକାଶ ଛୁଆଁ ଦରକୁ ଦେଖି ଲୋକେ   କିଣିବାକୁ ମନେ କରୁନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking