31.1 C
Bhubaneswar
Monday, March 30, 2026
Homeଓଡିଶାବର୍ଷକରେ ୨୩୦ଟି ଦୁର୍ନୀତି ମାମଲା ରୁଜୁ

ବର୍ଷକରେ ୨୩୦ଟି ଦୁର୍ନୀତି ମାମଲା ରୁଜୁ

ଭୁବନେଶ୍ୱର: ବର୍ଷକରେ ୨୩୦ ସରକାରୀ ଅଧିକାରୀ/ କର୍ମଚାରୀଙ୍କ ନାଁରେ ଦୁର୍ନୀତି ମାମଲା ରହିଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ସୁଦ୍ଧା ୨୩୦ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ସେମାନଙ୍କ ମଧୟରେ ୫୨ ପ୍ରଥମ ଶ୍ରେଣୀ ଓ ୪୧ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି । ୨୦୬ ମାମଲାର ବିଚାର ଶେଷ ହେବ । ୧୦୨ ଜଣ ଅଧିକାରୀ ଦୋଷ ସାବ୍ୟସ୍ତ ହୋଇଛନ୍ତି । ୨୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking