16.1 C
Bhubaneswar
Monday, February 9, 2026
Homeଓଡିଶାମାଦକ ଦ୍ରବ୍ୟ ମାମଲାରେ  ୨୨୭୬ ଗିରଫ

ମାଦକ ଦ୍ରବ୍ୟ ମାମଲାରେ  ୨୨୭୬ ଗିରଫ

ଭୁବନେଶ୍ୱର : ୨୦୨୪ରେ ୨୧୬୦ ମାଦକ ଦ୍ରବ୍ୟ ମାମଲାରେ ୨୨୭୬ ଜଣ ଗିରଫ ହୋଇଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦ କିଲୋ ବ୍ରାଉନସୁଗାର ଓ ୧୪୫୨ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ୨୪ , ୭୯୦ ଏକର ଜମିରେ ଗଞ୍ଜେଇ ଚାଷ  ନଷ୍ଟ କରାଯାଇଛି ।  ୫୯୧ଟି ମାମଲା ରୁଜୁ କରି କାଯ୍ୟାନୁଷ୍ଠାନ ହୋଇଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking