16.1 C
Bhubaneswar
Tuesday, December 9, 2025
Homeଓଡିଶାସ୍କୁଲରେ ୨୨ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ

ସ୍କୁଲରେ ୨୨ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ

ମୋହନା: ଝାଡାବାନ୍ତିରେ ୨୨ ଜଣ ଛାତ୍ରୀ ଆକ୍ରାନ୍ତ ଥିବା ନେଇ ଖବର ସମ୍ନାକୁ ଆସିଛି । ମୋହନାସ୍ଥିତ ଆବାସିକ ବିଦ୍ୟାଳୟର ଘଟଣା । ୨୦ ଜଣ ଛାତ୍ରୀଙ୍କୁ ଘରକୁ ନେଇଗଲେ ଅଭିଭାବକ । ଜଣେ ଛାତ୍ରୀ ଗୁରୁତର ଥିବାରୁ ମୋହନା ମେଡିକାଲରେ ଭର୍ତ୍ତ କରାଯାଇଛି । ଅନ୍ୟ ଜଣେ ଛାତ୍ରୀ ସ୍କୁଲ ହଷ୍ଟେଲରେ ଚିକିତ୍ସାଧୀନ ଅଛି । ଝାଡାବାନ୍ତି ପାଇଁ ଅଞ୍ଚଳରେ ଭୟର ପରିସ୍ଥିତି ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking