14.1 C
Bhubaneswar
Sunday, December 7, 2025
Homeଓଡିଶାଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି !

ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି !

ଭୁବନେଶ୍ୱର: ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି । ଖଣି ନିଲାମ ନେଇ  ଖଣି ମନ୍ତ୍ରୀ  ବିଭୂତି ଜେନା ସୂଚନା ଦେଇଛନ୍ତି । କହିଛନ୍ତି, ବର୍ଷକରେ  ୮ଟି ଖଣି ଅକ୍ସନ କରାଯାଇଛି ।  ଆହୁରି ୨୨ଟି ଖଣି ନିଲାମ ନେଇ   ନେଇ ପ୍ରସ୍ତୁତି  ଶେଷ ପଯ୍ୟାୟରେ ରହିଛି ।ସେ ଆହୁରି କହିଛନ୍ତି, କୋଟିଆକୁ ନେଇ ବଡ଼ ଘୋଷଣା କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ଆଉ ରହିବ । ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ୱିତ ବିକାଶ ସରକାରଙ୍କ ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking