38.1 C
Bhubaneswar
Saturday, May 10, 2025
Homeଦେଶ ବିଦେଶଆତ୍ମ ସମର୍ପଣ କଲେ ୨୨ ମାଓବାଦୀ

ଆତ୍ମ ସମର୍ପଣ କଲେ ୨୨ ମାଓବାଦୀ

ରାୟପୁର: ଛତିଶଗଡରେ ଭାଙ୍ଗୁଛି ନକ୍ସଲ ଦୁର୍ଗ । ସୁକମା ଜିଲ୍ଲାରେ ଆଜି ପୋଲିସ ଆଗରେ ଆତ୍ମ ସମର୍ପଣ କରିଛନ୍ତି ୨୨ ମାଓବାଦୀ । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମୁଣ୍ଡ ଉପରେ ଥିଲା ୪୦ ଲକ୍ଷର ପୁରସ୍କାର ରାଶି ।  ଏମାନଙ୍କ ମଧ୍ୟରେ ଅଛନ୍ତି ୯ ଜଣ ମହିଳା ।  ମାଓ ଆଦର୍ଶ ପ୍ରତି ବିମୁଖ ହୋଇ ଆତ୍ମ ସମର୍ପଣ  କରିଥିବା ସୂଚନା ଦେଇଛନ୍ତି , ସୁକମା ଏସପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking