30.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୨୨ ମାଓବାଦୀ ନିହତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୨ ମାଓବାଦୀ ନିହତ

ରାୟପୁର: ଛତିଶଗଡ କରେଗୁଟା ଜଙ୍ଗଲରେ ୨୨ରୁ ଅଧିକ  ମାଓବାଦୀଙ୍କ ମୃତ୍ୟୁ ହୋଇଛି ।   ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ସୁରକ୍ଷାକର୍ମୀଙ୍କ ଗୁଳିରେ  ଟଳିଲେ ୨୨ରୁ ଅଧିକ ମାଓବାଦୀ ।  ଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏବେବି ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking