24.1 C
Bhubaneswar
Thursday, January 15, 2026
Homeଓଡିଶା୨୨ ଲକ୍ଷ ଠକେଇ: ବନ୍ଧା ହେଲେ ନକଲି ଡାକ୍ତର

୨୨ ଲକ୍ଷ ଠକେଇ: ବନ୍ଧା ହେଲେ ନକଲି ଡାକ୍ତର

ଭୁବନେଶ୍ୱର: ୨୨ ଲକ୍ଷ ଠକେଇ କରି ବନ୍ଧା ହେଲେ ନକଲି ଡାକ୍ତର । ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ୍ କରି ଯୁବତୀଙ୍କୁ ଠକିଥିବା ଅଭିଯୋଗ । ସାନ ଭାଇ ସହ ବିବାହର ପ୍ରଲୋଭନ ଦେଖଆଇ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ୨୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କର ବିଭିନ୍ନ ପଲିସି କରିବା ନାଁରେ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପାହାଳ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking