ଭୁବନେଶ୍ୱର: ରାଜ୍ୟରେ ୨୨.୮୫% ଲୋକ ସିକଲ୍ ସେଲ୍ ରେ ଆକ୍ରାନ୍ତ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ୨୨.୮୫% ଯାହା ଦେଶରେ ସର୍ବାଧିକ । ସର୍ବଭାରତୀୟ ସ୍ତରରେ ସିକଲ୍ ସେଲ୍ର ବଡଭାଗ ରହିଛି । ୨୦ ନିୟୁତ ବାହାକ, ୧.୪ ନିୟୁତ ସିକଲ୍ ସେଲ୍ରେ ପଭାବିତ । ରକ୍ତହୀନତା ରୋଗ ମୂଳୋତ୍ପାଟନ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ ।