ଭୁବନେଶ୍ୱର : ଓଡିଶାରେ ଅଛନ୍ତି ୨୧୦୩ ଗୋଟି ହାତୀ । ୨୦୨୪ ନଭେମ୍ବର ସୁଦ୍ଧା ଅଛନ୍ତି ୨୧୦୩ ଗୋଟି ହାତୀ । ବର୍ଷକୁ ହାରାହାରି ମରୁଛନ୍ତି ୮୧ ହାତୀ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।