29.1 C
Bhubaneswar
Monday, January 19, 2026
Homeଓଡିଶା୨୧ରୁ ୨୩ କୃଷି ଓଡିଶା - ୨୦୨୬

୨୧ରୁ ୨୩ କୃଷି ଓଡିଶା – ୨୦୨୬

ଭୁବନେଶ୍ୱର: ୨୧ରୁ ଆରମ୍ଭ ହେବ ଓଡିଶାର କୃଷି ମହାକୁମ୍ଭ “କୃଷି ଓଡିଶା ୨୦୨୬” । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୩ରେ ଉଦଯାପନୀରେ ଯୋଗ ଦେବେ ରାଜ୍ୟପାଳ କେ. ହରିବାବୁ କମ୍ଭମପାଟିି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ଯେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ କୃଷି ମହାକୁମ୍ଭ ଅନୁଷ୍ଠିତ ହେବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ହେବ କୃଷି ମହାକୁମ୍ଭ । ଚଳିତ ବର୍ଷର ଥିମ୍ ହେଉଛି “ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି” । ରାଜ୍ୟର ୮୧୬୪ ମତ୍ସ୍ୟଚାଷୀ ଓ ପ୍ରାଣୀପାଳନ ଯୋଗ ଦେବେ । ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ, ମୋଟ ୩୪୮ ଜଣ ସମ୍ବର୍ଦ୍ଧିତ ହେବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୨୦ ଅଧିକାରୀ ସମ୍ମାନିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking