19.1 C
Bhubaneswar
Friday, February 13, 2026
Homeଓଡିଶା୨୧ ପୁରିଥିଲେ ସୁଭଦ୍ରା ଆବେଦନ

୨୧ ପୁରିଥିଲେ ସୁଭଦ୍ରା ଆବେଦନ

ଭୁବନେଶ୍ୱର: ୨୧ ବର୍ଷ ପୁରିଥିଲେ ନୂଆ କରି ସୁଭଦ୍ରା ଆବେଦନ କରିପାରିବେ ଯୁବତୀ ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆବେଦନ କଲେ ସୁଭଦ୍ରା ଟଙ୍କା ପାଇ ପାରିବେ । ସେହିପରି ୧୫ ଦିନ ଭିତରେ ସରିବ ସୁଭଦ୍ରା ରିଜେକ୍ସନ ଯାଞ୍ଚ । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦିଆଯାଉଛି । ମାଲକାନଗିରି , ଗଜପତି , କୋରାପୁଟ ରେ ଅଧିକ ରିଜେକ୍ସନ ହୋଇଛି । କାଲି ଠାରୁ ମାଲକାନଗିରି ରେ ଆରମ୍ଭ ହେବ ଯାଞ୍ଚ ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking