24.1 C
Bhubaneswar
Thursday, January 15, 2026
Homeଓଡିଶାଜଙ୍ଗଲକୁ ଫେରିଲେ ୨୧ ଟିକିଆ ହାତୀପଲ

ଜଙ୍ଗଲକୁ ଫେରିଲେ ୨୧ ଟିକିଆ ହାତୀପଲ

କଟକ: ଚାଷୀଙ୍କୁୁ ମିଳିଲା ଆଶ୍ୱସ୍ତି । ଆଠଗଡ ସୁକାସନ ଜଙ୍ଗଲକୁ ଫେରିଗଲେ  ହାତୀପଲ । କିଛି ଦିନ ହେଲା ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ଚାଷଜମିରେ ପଶି ଉପଦ୍ରବ କରୁଥିଲେ ଏହି ୨୧ ଟିକିଆ ହାତୀପଲ । ଡମପଡା ବ୍ଲକର ଭଗୀପୁର , ବାଆଁରା, ପାଥପୁର, କଇଁମୁଣ୍ଡି ଆଦି ଅଞ୍ଚଳରେ ଚାଷ ଜମିରେ  ପଶି ନଷ୍ଟ କରୁଥିଲେ  ଫସଲ । ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଡମପଡା ଅଭୟାରଣ୍ୟରୁ ହାତୀପଲ ଆସି  ପ୍ରଥମେ ବାଙ୍କି କଟକ ମୁଖ୍ୟ ରାସ୍ତାରେ ରହିଥିଲେ । ପରେ ବିଳମ୍ବିତ ରାତିରେ ମୁଖ୍ୟ ରାସ୍ତା ଦେଇ ଆଠଗଡ ଯାଇଛନ୍ତି ହାତୀପଲ ।  ହାତୀପଲରେ ଛୋଟବଡ ମିଶାଇ ମୋଟ ୨୧ଟି ଙାତୀ ଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking