36.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଆସନ୍ତାକାଲି ସକାଳ ୧୧ଟା ଯାଏଁ  ଲୋକସଭା ମୁଲତବି

ଆସନ୍ତାକାଲି ସକାଳ ୧୧ଟା ଯାଏଁ  ଲୋକସଭା ମୁଲତବି

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪ – ୨୫ ଅର୍ଥନୈତିକ   ସର୍ଭେ ରିପୋର୍ଟ ଆଗତ । ସର୍ଭେ ରିପୋର୍ଟ ଆଗତ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ସକାଳ ୧୧ଟା  ଯାଏଁ  ଗୃହ ମୁଲତବି ରହିଛି ।  ଏଥର ଅର୍ଥନୈତିକ ସର୍ଭେ ରିପୋର୍ଟରେ କଣ  ରହୁଛି ଦେଶପାଇଁ ଏବଂ ଦେଶର ଅର୍ଥନୈତିକ କ୍ଷେତ୍ରରେ ଗତିବିଧି କୁଆଡେ ଯାଉଛି ଏବଂ ସରକାରଙ୍କ ପଲିସି କଣ ରହୁଛି  ଏ ସବୁର ରୁପରେଖ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଖାଯାଇଥାଏ । ଏହାର ପ୍ରତିଫଳନ ଆସନ୍ତାକାଲି ବଜେଟରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking