27.1 C
Bhubaneswar
Monday, June 23, 2025
Homeଓଡିଶାବିପର୍ଯ୍ୟୟ କ୍ଷତିପୂରଣ ୨୦୦କୋଟି

ବିପର୍ଯ୍ୟୟ କ୍ଷତିପୂରଣ ୨୦୦କୋଟି

ଭୁବନେଶ୍ୱର : ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯଥେଷ୍ଟ ଅଛି । ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା ଅଛି । ସେଥିରୁ  ବିପର୍ଯ୍ୟୟ କ୍ଷତିପୂରଣ ୨୦୦କୋଟି ରଖାଯାଇଛି । ବଜ୍ରପାତରେ ମୃତୁ୍ୟବରଣ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ବିଚାରବିମର୍ଷ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking