28.1 C
Bhubaneswar
Sunday, May 25, 2025
Homeଓଡିଶାଓଡିଶାର ୨୦ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ଓଡିଶାର ୨୦ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ଭୁବନେଶ୍ୱର : ଓଡିଶାର ୨୦ସ୍ଥାନକୁ ମିଳିଲା ପର୍ଯ୍ୟଟନସ୍ଥଳୀ ମାନ୍ୟତା । ଏନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୩୭୮କୁ ବଢିଛି । କେନ୍ଦୁଝରରେ ସର୍ବାଧିକ ୭ଟି ସ୍ଥାନକୁ ମିଳିଛି ମାନ୍ୟତା । ସମ୍ବଲପୁରର ୨ଟି ସ୍ଥାନକୁ ମିଳିଛି ପର୍ଯ୍ୟଟନସ୍ଥଳୀ ମାନ୍ୟତା । ଭୀମ ମଣ୍ଡଳୀ ଓ ଦେବଝରଣ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking