21.1 C
Bhubaneswar
Wednesday, February 4, 2026
Homeଓଡିଶାକୁଆଖାଇରେ ବୁଡିଗଲେ ୨ ଯୁବକ

କୁଆଖାଇରେ ବୁଡିଗଲେ ୨ ଯୁବକ

ଭୁବନେଶ୍ୱର: କୁଆଖାଇରେ ବୁଡିଗଲେ ୨ ଯୁବକ । ଭୋଜି କରିବାକୁ ଆସି ଗାଧୋଇଲା ବେଳେ ବୁଡିଗଲେ । ଯୁବକଙ୍କୁ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଆଗ୍ନିଶମ ବାହିନୀ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ଅନେକ ଚେଷ୍ଟା ପରେ ୨ ଯୁବକ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଉଦ୍ଧାର କରି ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ପାଇଁ ଦାୟୀ କିଏ ସେନେଇ ତଦନ୍ତ କରୁଛି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking