24.1 C
Bhubaneswar
Wednesday, February 4, 2026
Homeଓଡିଶାଗାତରେ ପଡି ୨ ବର୍ଷର ଶିଶୁ ମୃତ

ଗାତରେ ପଡି ୨ ବର୍ଷର ଶିଶୁ ମୃତ

ଝାରସୁଗୁଡା: ୧୦ ଫୁଟ ପାଣି ଭର୍ତ୍ତି ଗାତରେ ପଡି ୨ ବର୍ଷର ଶିଶୁ ମୃତ୍ୟୁବରଣ କରିଛି । ଝାରସୁଗୁଡା ସହର ନିକଟସ୍ଥ ସିରିଆ ବଗିଚାରେ ଅଘଟଣଟି ଘଟିଛି । ରେଳବାଇର ଏକ ଗାତରେ ପଡି ୨ ୨ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଘରୁ ବାହାରି ଖେଳୁଥିବା ବେଳେ ଗାତରେ ପଡି ଅଘଟଣ ଘଟିଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking