27.1 C
Bhubaneswar
Tuesday, March 31, 2026
Homeଓଡିଶାଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ନୂଆପଡା: ନିର୍ମଣାଧିନ ପାଇଖାନା ଛାତର ଫଲ୍ସ ଖୋଳିଲା ବେଳେ ଏକ ବଡ ଅଘଟଣ ଘଟିଛି । ଏହି ଅଘଟଣରେ ୨ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି । ନୂଆପଡା ଜିଲ୍ଲା ଖଡିଆଳ ଅଞ୍ଚଳର ଲକ୍ଷ୍‌ମୀ ଛକ ନିକଟ ଏକ ନିର୍ମାଣାଧିନ ପାଇଖାନାରେ ଘଟିଛି ଏହି ଅଘଟଣ । ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking