32.1 C
Bhubaneswar
Thursday, February 12, 2026
Homeଓଡିଶାଜଳିଗଲା ୨ ଶୀତ ବସ୍ତ୍ର ଦୋକାନ

ଜଳିଗଲା ୨ ଶୀତ ବସ୍ତ୍ର ଦୋକାନ

ଯାଜପୁର :  ନିଆଁ ଲାଗି ଜଳିଗଲା ୨ ଶୀତ ବସ୍ତ୍ର ଦୋକାନ । ବ୍ୟାସନଗର ପେଟ୍ରୋଲ ପମ୍ପ ନିକଟ ଦୋକାନରେ ଅଗ୍ନିକାଣ୍ଡ ଦେଖାଦେଇଛି । ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଛି । ସକାଳୁ ସକାଳୁ ଏଭଳି ଅଗ୍ନିକାଣ୍ଡ ଘଟିଛି । ସ୍ତାନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚି    ନିଆଁକୁ ଆୟତ୍ତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking