29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୨ ପୋଲିସଙ୍କ ମୃତଦେହ ଠାବ

୨ ପୋଲିସଙ୍କ ମୃତଦେହ ଠାବ

ଶ୍ରୀନଗର: ପୋଲିସ ବସରୁ ୨ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ବସ ଭିତରୁ ୨ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଥିଆବ ନେଇ ସୂଚନା ରହିଛି । ପରସ୍ପର ଭିତରେ ଝଗଡ଼ାରୁ ଗୁଳି କାଣ୍ଡ ହୋଇଥିବା ବେଳେ , ୨ ମୃତ ଅନ୍ୟ ଜଣେ ଆହତ ହୋଇଛି । ୧- ୪୭ ରାଇଫଲରୁ ଗୁଳି ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି । ସପୋରରୁ ତଲୱାର ଟ୍ରେନିଂ ସେଣ୍ଟର ଯାଉଥିବା ବେଳେ , ଗୁଳିମାଡ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking