ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ ଜମ୍ମୁକାଶ୍ମୀର କିସ୍ତୱାରରେ ବଡ ଧରଣର ଏନକାଉଣ୍ଟର ହୋଇଛି । ୩ରୁ ୪ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏନକାଉଣ୍ଟର ଚାଲିଥିଲା । ଅନ୍ୟପଟେ ଆଜି ଏନକାଉଣ୍ଟର ବେଳେ ଗୁରୁତର ଥିବା ଯବାନ ସହିଦ ହୋଇଛନ୍ତି । ନାରାୟଣପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି । ଛତିଶଗଡ ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ଘଟଣାସ୍ଥଳରେ ଜଣେ ସହିଦ ହୋଇଥିଲେ ଆଉ ଜଣେ ଗୁରୁତର ଥିଲେ । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦ ମାଓବାଦୀ ନିହତ ହୋଇଥିଲେ ।