16.1 C
Bhubaneswar
Tuesday, December 9, 2025
Homeଓଡିଶା୨ ଦଶମ ଛାତ୍ରୀ ଗର୍ଭବତୀ: ଥାନାରେ ଏତଲା

୨ ଦଶମ ଛାତ୍ରୀ ଗର୍ଭବତୀ: ଥାନାରେ ଏତଲା

ବାଲିଗୁଡା:  ଆବାସିକ ସ୍କୁଲର ୨ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଆବାସିକ ସ୍କୁଲରେ ଲଜ୍ଜା ।  ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ୨ ଛାତ୍ରୀ ଗର୍ଭବତୀ ହୋଇଥିବା ସୂଚନା ମିଳିଛି ।  ୨ ଛାତ୍ରୀ ଗର୍ଭବତୀ ନେଇ ଥାନାରେ  ଜଣାଇଲେ ହଷ୍ଟେଲ କର୍ତ୍ତୃପକ୍ଷ ।  କୋଟଗଡ ଓ ବେଲଘର ଥାନାରେ ୨ଟି  ପୃଥକ ଖବର ଏତଲା ହୋଇଛି । ଅନ୍ୟପଟେ ଉଭୟଙ୍କ ପରିବା ଲୋକେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking